Jump to content

ଚୂଡ଼ାମଣି

ଉଇକିଅଭିଧାନ‌ରୁ

ଚୂଡ଼ାମଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଚୂଡ଼ା+ମଣି)

[ସମ୍ପାଦନା]
୧. ମୁକୁଟର ପ୍ରଧାନ ମଣି —୧. Crest-jewel; a jewel worn on the diadem or crest; the gem worn in the crown.
୨. ସର୍ବଶ୍ରେଷ୍ଠ ବ୍ୟକ୍ତି — ୨. Chief or principal person.
୩. କାକମାଚି (ଦେଖ) - ୩. Kākamāchi (See)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଙ୍ଗଦେଶର ବିଦ୍ୱାନ୍ ପଣ୍ଡିତମାନଙ୍କୁ ଦିଆଯିବା ଉପାଧି —୧. A title given to Bengal Pandits for eminent scholarship.
୨. ଉତ୍କଳର କେତେକ ବିଶିଷ୍ଟ ଜମିଦାରଙ୍କ ଉପାଧି — ୨. The title of some prominent zamindars of Orissa.
୩. (ନାମ) ଚୂଡ଼ାମନ୍ (ଦେଖ) - ୩. Chūṟḍ̠āman (See)

ବିଶେଷଣ -

[ସମ୍ପାଦନା]
୧. ସର୍ବଶ୍ରେଷ୍ଠ —୧. Chief; principal; eminent

ଏହା କରି ସାରି ଧାନୁକିଚୂଡ଼ାମଣି ଅରଜୂନ କହିଲେ ଶ୍ରୀକୃଷ୍ଣଙ୍କୁ ବାଣୀ କୃଷ୍ଣସିଂହ. ମହାଭାରତ କର୍ଣ୍ଣ

୨. ସର୍ବୋଚ୍ଚ —୨. Highest.

ତ୍ରିଲୋକ ଚୂଡ଼ାମଣି ସ୍ପାନେ ବସିଲା ନିଶ୍ଚଳ ଆସନେ ଜଗନ୍ନାଥ. ଭାଗବତ