ଚୂତ
ଦେଖଣା
ଚୂତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ଚୂଷ୍ ଧାତୁ=ଶୋଷିବା; ଚୂଚୁମିବା+କର୍ମ. ତ; ଯେଉଁ ଫଳକୁ ଚୂଚୁମି କରି ଖିଆଯାଏ) ===
ଆମ୍ୱ୍ର (ବୃକ୍ଷ ଓ ଫଳ) —୧. Mango (tree and fruit); Magnifera Indica.
- ୨. (ଚ୍ୟୁତ୍ ଧାତୁ=କ୍ଷରିତ ହେବା+ଅପାଦାନେ. ଅ. ନିପାତନ)—ଭଗ; ପ୍ରସବଦ୍ୱାର; ଯୋନୀ — ୨. Vagina.
- ୩. ଗୁହ୍ୟଦ୍ୱାର —୩. Anus.
- ୪. ଗୃହଦ୍ୱାର —୪. Door of a house (M.W.).