ଚୂନକଳା
ଦେଖଣା
ଚୂନକଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂନକଳା
|
(ଚୂନକାଳି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ହାସ୍ୟାସ୍ପଦ କରିବା ବା ଦଣ୍ଡ ଦେବା ନିମନ୍ତେ ତ ହାର ଏକ ଗାଲରେ ବୋଳାଯିବା ଚୂନ ଓ ଅନ୍ୟ ଗାଲରେ ବୋଳାଯିବା କଳା — Lime and lamp-black used for painting the two cheeks of a person (as punishment or in jest).
[ଦ୍ରଷ୍ଟବ୍ୟ —ପୂର୍ବେ ଅପରାଧୀ ଲୋକଙ୍କ ମୁହଁରେ ଚୂନକଳା ବୋଳି ଦାଣ୍ଡରେ ବୁଲାଉଥିରେ ଓ ସେ ଲୋକ ଏତଦ୍ଦ୍ୱାରା ଅତି ଲଜ୍ଜିତ, ଅପମାନିତ ଓ ଉପହସିତ ହେଉଥିଲା ]