Jump to content

ଚୂନକଳା ଦେବା (ମୁହଁରେ)

ଉଇକିଅଭିଧାନ‌ରୁ

ଚୂନକଳା ଦେବା (ମୁହଁରେ)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲଜ୍ଜିତ କରିବା ପାଇଁ ଅପରାଧୀ ବ୍ୟକ୍ତିର ଏକଗାଲରେ ଚୂନ ଓ ଏକ ଗାଲରେ କାଳୀ ବୋଳିବା — ୧. To besmear lime on one side and black on the other side of the face of an offendor to put him to derṡion and shame.
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ଅତି ଲଜ୍ଜିତ କରିବା — ୨. (figurative) To put a person to shame.