ଚୂନକୋଳି
ଏକପ୍ରକାର ସୁଖାଦ୍ୟ କୋଳି — A kind of edible plum.
[ଦ୍ରଷ୍ଟବ୍ୟ —ଏହାର ଗଛ କଣ୍ଟାଳିଆ, କୋଳିର ବର୍ଣ୍ଣ ଧଳା ଓ ସ୍ୱାଦ ମିଷ୍ଟ]
(ଚୂନୁକୋଳି—ଅନ୍ୟରୂପ)