Jump to content

ଚୂନପତ୍ର

ଉଇକିଅଭିଧାନ‌ରୁ

ଚୂନପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ+ପତ୍ର; ଏହା ଚୂନ ସଙ୍ଗେ ମିଶାଯାଇ ଖିଆ ହେବାରୁ)

[ସମ୍ପାଦନା]

ପାନ ସଙ୍ଗେ କିମ୍ୱା ଖାଲି ପାଟିରେ ପକାଇବା ନିମନ୍ତେ ଚୂନ ସଙ୍ଗେ ଏକତ୍ର ଦଳା ହୋଇଥିବା ତମାଖୁ ପତ୍ର —Bits of tobacco-leaves pressed with a little lime and used with betel or taken alone.