ଚୂନପୋଡ଼ା
ଶିପ ବା ଗେଙ୍ଗୁଟିକୁ ଚୂନରେ ପରିଣତ କରିବା ପାଇଁ ଭାଟିରେ ପୋଡ଼ିବା —Slaking or burning of limestone or shells.
[ଦ୍ରଷ୍ଟବ୍ୟ —ଗେଙ୍ଗୁଟି ଓ ଶାମୁକା ଆଦି ପୋଡ଼ାଯାଇ ଚୂନରେ ପରିଣତ ହୁଏ ଅତଏବ ଏହା ଚୂନପୋଡ଼ା ନ ହୋଇ ପ୍ରକୃତରେ ଗେଙ୍ଗୁଟିପୋଡ଼ା ବା ଶାମୁକାପୋଡ଼ା ଅଟେ ]