Jump to content

ଚୂନରା

ଉଇକିଅଭିଧାନ‌ରୁ

ଚୂନରା

ଉଚ୍ଚାରଣ

[ସମ୍ପାଦନା]

(ଚୂନୁରା—ଅନ୍ୟରୁପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଚୂର୍ଣ୍ଣକାର)

[ସମ୍ପାଦନା]
୧. ଯେଉଁ ଜାତି ଶିପ ଓ ଗେଙ୍ଗୁଟି ପୋଡ଼ି ଚୂନ ତିଆରି କରନ୍ତି —୧. A caste of men who prepare slaked lime; a lime-burner.
୨. ଯେ ଚୂନ ପୋଡ଼ି ବିକ୍ରି କରେ — ୨. One who sells slaked lime.