ଚୂନସୁର୍କି
(ଚୁନ ସୁରୁକି, ଚୂନସୁରୁକି—ଅନ୍ୟରୂପ)
ପକ୍କା ଗାନ୍ଥିନୀ କରାଯିବା ପାଇଁ ଚୂନ ସଙ୍ଗେ ଇଟାଗୁଣ୍ଡା ମିଶା ଯାଇ ତିଆରି କରାଯିବା ମସଲା — Mortar made of brick-dust and lime.