Jump to content

ଚୂନହଳଦି

ଉଇକିଅଭିଧାନ‌ରୁ

ଚୂନହଳଦି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଚୂନହଳଦୀ, ଚୂନୁହଳଦୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକତ୍ର ମିଶ୍ରିତ କଲିଚୂନ ଓ ବଟା ହଳଦି — Mixture of quicklime and tuṛṁeric

[ଦ୍ରଷ୍ଟବ୍ୟ —ଏହି ଦୁଇଟି ପଦାର୍ଥ ମିଶାଇଲେ ମିଶ୍ରିତ ପଦାର୍ଥର ବର୍ଣ୍ଣଲାଲ ହୁଏ]