Jump to content

ଚୂନାଇବା

ଉଇକିଅଭିଧାନ‌ରୁ

ଚୂନାଇବା

ଉଚ୍ଚାରଣ

[ସମ୍ପାଦନା]

(ଚୂନେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚୂର୍ଣ୍ଣ)

[ସମ୍ପାଦନା]
୧. ଅତି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ କାଟିବା —୧. To cut into very small pieces
୨. ଚୂର୍ଣ୍ଣ କରିବା; ଚୂରିବା ===

(ଯଥା—ପରିବାରକୁ ଚୁନାଇଁ କରି କାଟିଲେ ଶୀଘ୍ର ସିଝି ଯାଏ) ୨. To pound; to reduce into powder.