ଚୂନା କରିବା
ଦେଖଣା
ଚୂନା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂନା କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. କୌଣସି ବସ୍ତୁକୁ ଚୂର୍ଣ୍ଣରେ ପରିଣତ କରିବା —୧. To reduce into powder; to pulverise.
- ୨. (ଲକ୍ଷଣାର୍ଥ) କ୍ଷୟ ବା ବିନାଶ କରିବା — ୨. (figurative) to destroy.
ଅନାଦରରହିତ, ଅନାଭଣି ନିରତ, ଚୂନାକରୁ ଦୁରିତ କବିସୂର୍ଯ୍ୟ: କିଶୋରୀଚମ୍ପୂକ୍ଷ ଗୀତ