ଚୂନା ହେବା
ଦେଖଣା
ଚୂନା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂନା ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚୂର୍ଣ୍ଣ ହେବା; ନଷ୍ଟ ହେବା — ୧. To be destroyed.
- ୨. ଭାଙ୍ଗି ଯାଇ ଟିକି ଟିକି ହେବା — ୨. To be broken into small pieces.
- ୩. ଚୂର୍ଣ୍ଣରେ ପରିଣତ ହେବା — ୩. To be reduced into powder.