Jump to content

ଚୂନି

ଉଇକିଅଭିଧାନ‌ରୁ

ଚୂନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣିକା)

[ସମ୍ପାଦନା]
୧. ଚୂନା ହୋଇ ଚାଲୁଣିରେ ଚଲା ହେବା ପରେ ବକି ରହିଯିବା ଗହମ ଚୋପାର ଅତି କ୍ଷୁଦ୍ର କ୍ଷୁଦ୍ର ଅଂଶ; ଚୋକଡ଼; ଶସ୍ୟରୁ ବାହାରି ଥିବା ଚୋପାର କ୍ଷୂଦ୍ରାଂଶ; କାଣ୍ଡିଆ କୁଣ୍ଡା — ୧. Smal particles of the chaff or bran of wheat or other grains after they are pounded and the husks sifted and separated.
୨. କରତ ଗୁଣ୍ଡ —୨. Saw dust.
୩. ରକ୍ତବର୍ଣ୍ଣ ବହୁମୂଲ୍ୟ କ୍ଷୂଦ୍ର ପ୍ରସ୍ତର ବିଶେଷ; ପଦ୍ମରାଗ ମଣି; କ୍ଷୁଦ୍ର ମାଣିକ —୩. A ruby.

ବିଶେଷଣ -

[ସମ୍ପାଦନା]
୧. ଅତି କ୍ଷୂଦ୍ର —୧. Very small; minute.
୨. ଚୂର୍ଣ୍ଣୀକୃତ —୨. Powdered; pulverised.