ଚୂନିଆଁ ପଥର
ଯେଉଁ ପଥରରେ ଚୂନର ଭାଗ ଥାଏ; ଖଡ଼ିଆ ପଥର; ଯେଉଁ ପଥରକୁ ପୋଡ଼ିଲେ ଚୂନ ବାହାରେ —Limestone; chalkstone.