Jump to content

ଚୂରା

ଉଇକିଅଭିଧାନ‌ରୁ

ଚୂରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚୂର୍ଣ୍ଣ କରିବା — ୧. Reducing into powder.
୨. ଚୂରିବା; ପେଷଣ — ୨. Pounding.
୩. ଚୂନା —୩. Powder.

ବିଶେଷଣ -

[ସମ୍ପାଦନା]

ଚୂର୍ଣ୍ଣ କରା ଯାଇଥିବା —Pounded; reduced to powder; pulverized.