Jump to content

ଚୂର୍ଣ୍ଣକାର

ଉଇକିଅଭିଧାନ‌ରୁ

ଚୂର୍ଣ୍ଣକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେ ଚୂନ ପୋଡ଼େ; ଚୂନରା — ୧. A lime burner.
୨. ଚୂନ ବ୍ୟବସାୟୀ —୨. A dealer lime.
୩. ଯେ ଅଟା ପେଷେ —୩. Corn-grinder.
୪. ନଟଜାତୀୟ ସ୍ତ୍ରୀ ଓ ପୁଣ୍ଡ୍ରକଜାତୀୟ ପୁରୁଷ ଔରସରେ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତିବିଶେଷ (ପରାଶର ସଂହିତା) — ୪. A mixed caste amongst the Hindus.