ଚୂର୍ଣ୍ଣକୁନ୍ତଳ
ଯେଉଁ କେଶ କୁଞ୍ଚୁ କୁଞ୍ଚିଆ ହୋଇ କପାଳ ଓ ଗାଲ ଉପରକୁ ଝୁଲିପଡ଼ି ଥାଏ; ଅଳକ; ଝୂମ୍ପିବାଳ —Locks or rings of curling short hairs overhanging the brow and cheeks.