Jump to content

ଚୂର୍ଣ୍ଣହାର

ଉଇକିଅଭିଧାନ‌ରୁ

ଚୂର୍ଣ୍ଣହାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଜଙ୍ଗଲୀ ଗଛ — A kind of wild tree.

[ଦ୍ରଷ୍ଟବ୍ୟ —ଏଥିରେ ପତ୍ର ଖୁବ୍ ଲମ୍ୱା, ଚିକଣା ଓ ମୋଟା ଏଥିରେ ଫୁଲ ମୃଦୁଗନ୍ଧଯୁକ୍ତ ଓ ଛୋଟ; ଏଥିର ମୂଳ, ଛାଲ ଓ ପୁତ୍ର ଔଷଧରେ ଲାଗେ ବୈଦିକ ମତରେ ଏହା କଷା, ଗରମ, ତ୍ରିଦୋଷନାଶକ, ରକ୍ତଦୋଷନାଶକ, ଓ କୃମିନାଶକ; ବିଷମ ଜ୍ୱରର ଏହା ଉତ୍କୃଷ୍ଟ ଔଷଧ ବୋଲି ବିଖ୍ୟାତ ହିନ୍ଦୀ - ଶବ୍ଦସାଗର]