Jump to content

ଚୂର୍ଣ୍ଣୀ

ଉଇକିଅଭିଧାନ‌ରୁ

ଚୂର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୂର୍ଣ୍ଣ ଧାତୁ+ କର୍ମ. ଇ; ଇ ସ୍ଥାନରେ ଈ ଆଦେଶ)

[ସମ୍ପାଦନା]
୧. ସଂସ୍କୃତ ପାଣିନି ବ୍ୟାକରଣର ପାତଞ୍ଜଳ ଭାଷ୍ୟ — ୧. The learned commentary of Patan̄jaḻi on the Sanskrit Grammer of Pāṇini.
୨. ଭାରତରେ ପୂର୍ବେ ପ୍ରଚଳିତ ଶହେ କଉଡ଼ି ମୂଲ୍ୟର ମୁଦ୍ରା— ବିଶେଷ —୨. An ancient Indian coin equal in price to ୧୦୦ cowrise.
୩. ବଙ୍ଗଦେଶର ପ୍ରଶିଦ୍ଧ ନଦୀବିଶେଷ — ୩. Name of a river in Bengal.
୪. କାର୍ଷାପଣ; ମୁଦ୍ରା ରୂପେ ପୂର୍ବେ ଚଳୁଥିବା ଏକ କାହାଣ କଉଡ଼ି (ହିନ୍ଦୀ - ଶବ୍ଦସାଗର) —୪. ୧୮୦ bits of small sea-shells formerly used as a standard of currency in India.
୫. ଏକ ପ୍ରାଚୀନ ନଦୀର ନାମ (ହିନ୍ଦୀ - ଶବ୍ଦସାଗର) — ୫. Name of a river in ancient India.