Jump to content

ଚୂର୍ଣ୍ଣ କରିବା

ଉଇକିଅଭିଧାନ‌ରୁ

ଚୂର୍ଣ୍ଣ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚୂର୍ଣ୍ଣ ଧାତୁ)

[ସମ୍ପାଦନା]
୧. ଗୁଣ୍ଡା କରିବା — ୧. To purverise.
୨. ପେଶି ଚୂନା କରିବା — ୨. To pound or grind into powder.
୩. (ଲକ୍ଷଣାର୍ଥ) ବିନାଶ କରିବା — ୩. (figurative) To destory; to crush.

(ଯଥା—ସେ ଶତ୍ରୁର ଗର୍ବକୁ ଚୂର୍ଣ୍ଣ କଲେ)