ଚୂଲିଝୁଣ୍ଡିଆ
ସ୍ତ୍ରୀଲୋକମାନଙ୍କ ଗୋଡ଼ର ବିଶି ଆଙ୍ଗୁଠି ଓ ମଝି— ଆଙ୍ଗୁଠିରେ ପିନ୍ଧାଯିବା ଘୁଙ୍ଗୁରଲଗା ଏକପ୍ରକାର ମୁଦି, ଯହିଁ ଉପରେ ଚୂଳ ବା ଗୋବ ଲାଗିଥାଏ — A kind of thinkling ring with a knob worn by females on the ୨nd and ୩rd finger of the leg.