Jump to content

ଚୂଲୀକି ଯାଉ

ଉଇକିଅଭିଧାନ‌ରୁ

ଚୂଲୀକି ଯାଉ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ

[ସମ୍ପାଦନା]

(ଅମୁକ ବିଷୟ) ଆଲୋଚନା କରିବାର ବର୍ତ୍ତମାନ ଲୋଡ଼ା ନାହିଁ —Not to speak of (such or such a matter).

(ଯଥା—ବାବୁ ଚାକିରି କରି ଧନ ଅର୍ଜିବାକୁ ବିଦେଶକୁ ଯାଇଥିଲେ, ଧନ ଅର୍ଜିବା କଥା ଚୁଲିକି ଯାଉ, ବାବୁ ସେଠାରେ ରୋଗରେ ପଡ଼ିଲେ ଯେ. ବର୍ତ୍ତମାନ ତାଙ୍କର ବଞ୍ଚିବା କଥା ବେଠି ଜଣା )