Jump to content

ଚୂଲୀକି ଯିବା

ଉଇକିଅଭିଧାନ‌ରୁ

ଚୂଲୀକି ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ବିରକ୍ତିସୂଚକ ବାକ୍ୟରେ ବ୍ୟବହୃତ)

[ସମ୍ପାଦନା]
୧. (କୌଣସି ବ୍ୟକ୍ତିର ଅନୁରୋଧ) ଆଗ୍ରହ୍ୟ ହେବା —୧. Not to be taken any notice of

(ଯଥା—ମୋ କଥା ଚୂଲୀକି ଗଲା)

୨. (କୌଣସି ବ୍ୟକ୍ତିର ଉପଦେଶ ବା ବାକ୍ୟ) କାହାଦ୍ୱାରା ମନୋଯୋଗପୂର୍ବକ ଶୁଣା ନ ଯିବା — ୨. Not to be attened to by any person.
୩. (ଗାଳିରେ ବ୍ୟବହୃତ) ମରିବା —୩. To die.
୪. ପୋଡ଼ି ହୋଇ ମରିବା — ୪. To be burnt to death.
୫. ପୋଡ଼ି ଜଳି ଯିବା; ଭସ୍ମୀଭୂତ ହେବା — ୫. To be burnt to ashes.
୬. ନଷ୍ଟଭ୍ରଷ୍ଟ ହେବା — ୭. To be utterly spoiled; to go to dogs.