ଚୂଲୀଚଉକା ଦେବା
ଦେଖଣା
ଚୂଲୀଚଉକା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂଲୀଚଉକା ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ରାନ୍ଧିବା ପୂର୍ବରୁ ଚୁଲୀର ଚାରିପାଖ ଗୋବରପାଣିରେ ଲିପି ପରିଷ୍କାର କରିବା — To sweep the fireplace and its vicinity clean with cowdung water before cooking.