ଚୂଲୀପଖା
ଦେଖଣା
ଚୂଲୀପଖା
ଉଚ୍ଚାରଣ
[ସମ୍ପାଦନା](ଚୂଲୀପଙ୍ଖା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂଲ୍ଲୀ+ପକ୍ଷ)
[ସମ୍ପାଦନା]- ୧. ଚୂଲୀ ଉପରେ ହାଣ୍ଡି ବସିବା ସମୟରେ ଚୂଲୀର ଝିଙ୍କା ଓ ହାଣ୍ଡି ମଧ୍ୟରେ ଯେଉଁ ବ୍ୟବଧାନ ଥାଏ — ୧. The space between the cooking pot and the clods of earth put on the rim of an oven.
- ୨. ଚୂଲୀର ଉପର ପାଖର ମେଲା ଅଂଶ — ୨. The upper opening of an oven.