ଚୂଲୀପଶା
ଦେଖଣା
ଚୂଲୀପଶା
ଉଚ୍ଚାରଣ
[ସମ୍ପାଦନା](ଚୂଲୀପଶୀ—ସ୍ତ୍ରୀ)
ଗ୍ରାମ୍ୟ - ବିଶେଷଣ - ପୁଂ. (ଗାଳିରେ ବ୍ୟବହୃତ)
[ସମ୍ପାଦନା]- ୧. ପୋଡ଼ି ହୋଇ ମରିବାର ଉପଯୁକ୍ତ (ବ୍ୟକ୍ତି) — ୧. Fit to be burnt to death.
- ୨. ପୋଡ଼ାମୁହାଁ (ଦେଖ) - ୨. Poṟḍ̠āmuhāñ (See)
କିରେ ଚୂଲୀପଶାଟି! ବୁଢ଼ା ସାଆନ୍ତମାନେ ରାଗରେ ଖୁବ୍ ହୋଇ ରହି ଅଛନ୍ତି ଭିକାରୀ, ରତ୍ନମାଳୀ