ଚୂଲୀମୁହାଁ
(ଚୂଲୀମୁହୀଁ—ସ୍ତ୍ରୀ)
ପୋଡ଼ାମୁହାଁ; ଯାହା ମୁହଁରେ ନିଆଁ ଲାଗି ଯାଇଛି — (A term of abuse) with a burnt or charred face.
ଚୂଲୀରେ ଜାଳଣି କାଠ ପୂରାଇବା — Adding of fuel to an oven.