ଚୂଲୀ ଚାଳ ନାହିଁ ଅଘରବାସ
ଦେଖଣା
ଚୂଲୀ ଚାଳ ନାହିଁ ଅଘରବାସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂଲୀ ଚାଳ ନାହିଁ ଅଘରବାସ
|
ଦେଶଜ - ପ୍ରବଚନ
[ସମ୍ପାଦନା]ଯେଉଁ ବ୍ୟକ୍ତିର ରହିବା— ପାଇଁ ଗୃହ ଓ ରନ୍ଧନ କରିବା ପାଇଁ ଚୂଲୀ ନାହିଁ — A homeless person (who has neither home nor hearth).