ଚୂଲୀ ଜଳିବା
ଦେଖଣା
ଚୂଲୀ ଜଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂଲୀ ଜଳିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚୂଲୀ ମଧ୍ୟରେ ଥିବା ଜାଳ ଆଦି ଜଳିବା —୧. The burning of the fuel in the oven.
- ୨. ରୁଷେଇବାସ ହେବା —୨. Cooking.
(ଯଥା—ବିଦେଶରୁ ପୁଅର ରୋଗ କଥା ଚିଠି ଆସିବା ଦିନ— ଠାରୁ ତାଙ୍କ ଘରେ ଚୂଲୀ ଜଳି ନାହିଁ )