ଚୂଲୀ ଫୁଙ୍କିବା
ଦେଖଣା
ଚୂଲୀ ଫୁଙ୍କିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୂଲୀ ଫୁଙ୍କିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଚୂଲୀ ଜଳାଇବା ସକାଶେ ମୁହଁରେ ଫୁଙ୍କିବା —To blow the fuel in an oven with the mouth.
- ୨. (ଲକ୍ଷଣାର୍ଥ) ଅନ୍ନାଦି ପାକ କରିବା — ୨. To cook food.
କେତେବେଳେ ଜୋଡ଼ା ମାଇପରେ ଘର କେତେବେଳେ ଚୂଲୀ ଫୁଙ୍କି ଫୁଙ୍କି ମର—ଢଗ