Jump to content

ଚୂଲୀ ମୁହାଁଇବା

ଉଇକିଅଭିଧାନ‌ରୁ

ଚୂଲୀ ମୁହାଁଇବା

ଉଚ୍ଚାରଣ

[ସମ୍ପାଦନା]

ଚୁଲୀମୁହିଁବା, ଚୁଲୀମୋହାଁଇବା, ଚୂଲୀମୋହିବାଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଚୁଲୀମୁହଁ ବାଟେ ଜାଳଆଦି ପୂରାଇ ନିଆଁକୁ ସତେଜ କରିବା —To add fuel to the fire in the oven to enliven it.