ଚୂଳମୁକୁଟିଆ
ମୟୁର ଚୂଳର ମୁକୁଟଧାରୀ; ଯେ ମୟୁର ଚୂଳରେ ମୁକୁଟ ପିନ୍ଧେ —Wearing a crown of peacock-feathers.
ଚରାଇ ଥାନ୍ତି ବାଛୁରୀ ଚୂଳମୂକୁଟିଆ ସଖୀମାନେ କବିସୂର୍ଯ୍ୟ, କିଶୋରୀଚମ୍ପୁ. ଚ. ଗୀତ