Jump to content

ଚୂଳିଆ

ଉଇକିଅଭିଧାନ‌ରୁ

ଚୂଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାର ଚୂଳ ଥାଏ; ଚୂଳଧାରୀ — ୧. Having a tuft; tufted.

ହେ କୃଷ୍ଣ କଦମ୍ୱମୁଳିଆ ମୟୁରଚନ୍ଦ୍ରିକାଚୂଳିଆ ଭୂପତି, ପ୍ରେମପଞ୍ଚାମୃତ

୨. ଯେଉଁ ଅଳଙ୍କାର ଆଦି ଉପରେ ଚୂଳ ବା ଖୋବ ଥାଏ — ୨. Knobbed; having a knob.
୩. ଗୋଆ —୩. Conical.

ବିଶେଷ୍ୟ -

[ସମ୍ପାଦନା]
୧. ବାମଣ୍ଡା ରାଜ୍ୟର ଗୋଟିଏ ଉଚ୍ଚ ପର୍ବତ —୧. Name of a lofty mountain in the Bamra state of Orissa.


ଅନୁବାଦ

[ସମ୍ପାଦନା]

ତୁମ୍ଭ ପାରିଧିର ସ୍ଥଳୀ— ଚୂଳିଆ ଅଚଳ ତଟୁଁ ଶାର୍ଧୁଳ ଯେସେନେ, ଓହ୍ଲାନ୍ତେ ଶିକାର ଲୋଭେ ବ୍ରାହ୍ମୀତୀରଭୂମେ ରାଧାନାଥ. ମହାଯାତ୍ରା

୨. ଚୂଳଥିବା ଗୋବରା ଚଢ଼େଇ — ୨. The paradise-fly-catcher (bird)