Jump to content

ଚୂଳିକ

ଉଇକିଅଭିଧାନ‌ରୁ

ଚୂଳିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଚୂଳ ଧାତୁ= ଉନ୍ନତ ହେବା+କର୍ତ୍ତୃ. ଇକ; ଯାହା ଘିଅରେ ଛଣା ହୋଇ ଉନ୍ନତ ବା ଫୁଲୁକା ହୁଏ)

[ସମ୍ପାଦନା]
୧. ଘିଅପିଠା; କାକରା —୧. A kind of sweet puffed up cake fried in ghee.
୨. ଲୁଚୀ; ପତଳା ପୁରୀ (ହିନ୍ଦୀ - ଶବ୍ଦସାଗର) —୨. A kind of thin bloated cake fried in ghee.
୩. ଅଥର୍ବ ବେଦର ଏକ ଉପନିଷେଦର ନାମ; ଚୂଳି କୋପନିଷଦ —୨. Title of the Upanishada in the Atharba Beda.