ଚୂଳୀଝୁଣ୍ଟିଆ
ବୁଢ଼ାଆଙ୍ଗୁଠି ଛଡ଼ା ଅନ୍ୟ ପଦାଙ୍ଗୁଳିରେ ପିନ୍ଧା ଯିବା ମୁଦ୍ରିକା (ଏଥିରେ ଉପରେ ଚୂଳ ଥାଏ) — A kind of ring worn on the minor fingers of the feet.
ହଂସକ ନୁପୁର ପାଦେ, ଚୁଳିଝୁଣ୍ଟିଆ ପ୍ରପଦେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ