Jump to content

ଚୂଷଣ

ଉଇକିଅଭିଧାନ‌ରୁ

ଚୂଷଣ

ଉଚ୍ଚାରଣ

[ସମ୍ପାଦନା]

(ଚୂଷିତ, ଚୂଚୂମିବା, ଚୂଷ୍ୟ—ବିଶେଷଣ)

ସଂସ୍କୃତ - ବିଶେଷ୍ୟ - (ଚୂଷ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ଜିଭ ଓ ଓଠଦ୍ୱାରା ଶୋଷିବା; ଚୋଷିବା; ଚୂଚୂମିବା —Sucking.