Jump to content

ଚୃଳୁକ

ଉଇକିଅଭିଧାନ‌ରୁ

ଚୃଳୁକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୁଳ ଧାତୁ= ବୁଡ଼ିବା, ପାନ କରିବା+ଅଧିକରଣ ଉକ)

[ସମ୍ପାଦନା]
୧. କର୍ଦ୍ଦମ ବା କାଦୁଅ —୧. Mud; clay.
୨. ଗଣ୍ଡୁଷ; ଖୋଲା ହାତର ପାପୁଲିରେ ଏକା ଥରକେ ସମ୍ଭାଇବା ଜଳ —୨. One sip of water; that much water as can be contained in the flat plam of the hand.
୩. କ୍ଷୁଦ୍ର ଜଳପାତ୍ର; ସାମସେଇ — ୩. A small water-pot.
୪. ମାଷମଜ୍ଜନୋପଯୁକ୍ତ ପାପୁଲିରେ ସମ୍ଭାଇବା ଜଳ — ୪. A quantity of water contained in the flat plam of the hand in which a grain of Brīhi can be immersed.
୫. ଗୋତ୍ରପ୍ରବର୍ତ୍ତକ ଋଷିବିଶେଷ —୫. Name of a sage who was the founder of a clan.