ଚେଁଖ
ଦେଖଣା
ଚେଁଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତାତିଲା ଲୁହାଦ୍ୱାରା ଦେହରେ ଚିଆଁ ଦେବା — ୧. Branding or singeing the body with red-hot iron.
- ୨. ଚିଆଁ; ଦାଗ —୨. Brand or mark of singeing.
- ୩. ଦୁଃଖ; ଯାତନା; ଉତ୍ପୀଡ଼ନ — ୩. Torture; herassment.
- ୪. ପ୍ରତାରଣା —୪. Deception; cheating.
- ୫. ଦୁଃଖର ଅନୁଭୂତିରୁ ମନୁଷ୍ୟ ଲଭିବା ଶିଷା — ୫. Lesson acquired by bitter experience.