ଚେଁଖ ପାଇବା
ଦେଖଣା
ଚେଁଖ ପାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚେଁଖ ପାଇବା
|
(ଚେଁଖା ପାଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣା ଦେହରେ ଚିଆଁ ବସିବା — ୧. To be branded with red-hot iron.
- ୨. ଯାତନା ପାଇବା —୨. To suffer pains.
ଚେଁଖ ପାଇବା
|
(ଚେଁଖା ପାଇବା—ଅନ୍ୟରୂପ)