ଚେଁଚେଁୟା
ଦେଖଣା
ଚେଁଚେଁୟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅତି ଦୁର୍ବଳ ଓ କ୍ଷୀଣ — ୧. Very weak and debilitated.
- ୨. ଅତି ଦୁର୍ବଳ ଓ କ୍ଷୀଣ ଗଳାରେ ସ୍ୱର କରୁଥିବା — Having a very weak and faltering voice (due to weakness and chronic illness).
- ୩. ଚେଁ ଚେଁ ଶବ୍ଦ କରୁଥିବା —୩. Making a chirping or squeaking sound.