ଚେଁ ଚେଁ ହେବା
ଦେଖଣା
ଚେଁ ଚେଁ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. (ପକ୍ଷୀ) କେଁ କେଁ ଶବ୍ଦ କରିବା — ୧. To chirp; to twitter.
- ୨. (ଚକୁଳି ଆଦି ପିଠା ପାଇଁ ପିଠଉ କରେଇର ଢଳା ହେବା ସମୟରେ) ଚେଁ ଧ୍ୱନି କରିବା — ୨. To produce a squeaking sound (said of a liquid or paste while poured into a pan on a fire).
- ୩. (ଚୁଚୁନ୍ଦ୍ରା ଆଦି) ଚେଁ ଚେଁ ଶବ୍ଦ କରିବା — ୩. To squeak.
- ୪. (ଅତି କ୍ଷୀଣ ବା ରୁଗ୍ଣ ବ୍ୟକ୍ତି) କ୍ଷୀଣ ବା ଖନା ସ୍ୱରରେ କଥା କହିବା —୪. To speak in faint or faltering nasal tone (said of a very weak or invalid person.)