ଚେଇଁବା
ଦେଖଣା
ଚେଇଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଚେତନ; ଚିତ ଧାତୁ)
[ସମ୍ପାଦନା]- ୧. ନିଦରୁ ଉଠିବା — ୧. To wake up from sleep; to rise up from sleep.
- ୨. ଜାଗ୍ରତ ରହିବା —୨. To keep awake; to sit up.
ତୁହି ତ ମୋର ପାଶେ ବସିଛୁ ଚିଆଇଁ—କୃଷ୍ଣସିଂହ. ମହାଭାରତ. ବନ
- ୩. ଆଳସ୍ୟ ଛାଡ଼ି ସଚେତ ହେବା —୩. To be enlivened; to wake up from torpor; to shake up drowsiness.
- ୪. ସଜୀବ ହେବା; ପୁନରୁଜ୍ଜୀବିତ ହେବା — ୪. To show signs of vitality; to revive.
- ୫. (ଚେଇଁବାର ଣିଜନ୍ତିରୂପ) ଚିଆଁଇବା; କୌଣସି ବ୍ୟକ୍ତିକୁ ନିଦ୍ରାରୁ ଜାଗରିତ କରିବା —୫. To awaken a person for sleep.