Jump to content

ଚେଇଁ ଉଠିବା

ଉଇକିଅଭିଧାନ‌ରୁ

ଚେଇଁ ଉଠିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଝାଉଁଳି ଯାଇଥିବା ଗଛ ଆଦି ପାଣି ପାଇଲେ ପୁନର୍ବାର ସତେଜ ହେବା —୧. To revive (said of withering plants when watered).
୨. (ବିଶ୍ରାମ ନେଇଥିବ ବା ମନ୍ତ୍ର ଯନ୍ତ୍ରଦ୍ୱାରା କୀଳା ଯାଇଥିବା ଡାହାଣୀ, ଭୂତ, ପ୍ରେତ ଆଦି ମନ୍ତ୍ରଯନ୍ତ୍ରର ପ୍ରଭାବରୁ ମୁକ୍ତ ହେବା ପରେ) ପୁଣି ନିଜର କରାମତ୍ ଦେଖାଇ ଲୋକଙ୍କୁ ଉତ୍ପୀଡ଼ନ କରିବା —୨. (said of ghosts which had been made powerless by magic) To revive after torpor.
୩. ନିଦରୁ ଉଠିବା —୩. To rise up from sleep.