Jump to content

ଚେକିତାନ

ଉଇକିଅଭିଧାନ‌ରୁ

ଚେକିତାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିତ୍ ଧାତୁ ଯଙ୍ ଲୁଗନ୍ତ + କର୍ତ୍ତୃବାଚ୍ୟରେ ତାଚ୍ଛିଲ୍ୟାର୍ଥେ. ଅନ)

[ସମ୍ପାଦନା]

ସର୍ବଜ୍ଞ — Omniscient

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାଦେବ —୧. The God Ṡiba.
୨. ପ୍ରାଚୀନ ଭାରତର ଜନୈକ ନୃପତି —୨. Name of a king of ancient India mentioned in the Mahābhārata.

[ଦ୍ରଷ୍ଟବ୍ୟ —ଏ କୁରୁକ୍ଷେତ୍ର ଯୁଦ୍ଧରେ ପାଣ୍ଡବଗଣ ପକ୍ଷରେ ଯୁଦ୍ଧ କରୁଥିଲେ ଏବଂ ଦୁର୍ଯ୍ୟୋଧନଙ୍କଦ୍ୱାରା ହତ ହୋଇଥିଲେ]