Jump to content

ଚେକି ଚେକି

ଉଇକିଅଭିଧାନ‌ରୁ

ଚେକି ଚେକି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. କ୍ଷୁଦ୍ର କ୍ଷୁଦ୍ର ଖଣ୍ଡଯୁକ୍ତ — ୧. Full of circular bits.
୨. କ୍ଷୁଦ୍ର ଓ ଗୋଲାକାର ବହୁ (ବସ୍ତୁ) — ୨. Myriads of small and circular (things).

ଚେକି ଚେକି ମଦରଙ୍ଗା, ଫୁଲ ଫୁଟେ ରଙ୍ଗା ରଙ୍ଗା—ଶିଶୁଗୀତ

୩. କ୍ଷୁଦ୍ର ଗୋଲାକାର (ଖଣ୍ଡମାନ) — ୩. Small and round (slices).