Jump to content

ଚେକ୍ କାଟିବା

ଉଇକିଅଭିଧାନ‌ରୁ

ଚେକ୍ କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କୁ ନିର୍ଦିଷ୍ଟ ପରିମିତ ଧନ ଦେବା ପାଇଁ କୌଣସି ବାଙ୍କ୍ ବା ଖଜଣାଖାନାର ଭାରପ୍ରାପ୍ତ ବ୍ୟକ୍ତିଙ୍କ ନାମରେ ଚେକ୍ (ରୋକା ବା ବରାଦିପତ୍ର) ଲେଖି, ସେ ଚେକ ଖଣ୍ଡି ଚେକ— ବହିରୁ ଚିରି ଟଙ୍କା ନେବା ବ୍ୟକ୍ତିଙ୍କୁ ଦେବା ବା ବାଙ୍କ୍କୁ ପଠାଇ ଦେବା —To issue a cheque in favour of a payee.