Jump to content

ଚେକ୍ ମୁଣ୍ଡା

ଉଇକିଅଭିଧାନ‌ରୁ

ଚେକ୍ ମୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚେକମୁଣ୍ଡି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁଣ୍ଡାଚେକ୍; ମୁଣ୍ଡିଚେକ୍; ପ୍ରଜାକୁ ବା ଟଙ୍କା ଦାଖଲ କରିବା ବ୍ୟକ୍ତିକୁ ଦିଆଯିବା ଛାପା ରସିଦର ମୂଳଫାଳ (ଯାହା ଟଙ୍କା ଗ୍ରହଣ କରିବ ବ୍ୟକ୍ତି ନିଜ ପାଖରେ ରଖେ) — Counterfoil of cheque-receipts kept with the person who grants the receipts on receipt of money.