Jump to content

ଚେଙ୍ଗା

ଉଇକିଅଭିଧାନ‌ରୁ

ଚେଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ହାତର ବୁଢ଼ା ଆଙ୍ଗୁଠି ଓ ବିଶି ଆଙ୍ଗୁଠିଦ୍ୱାରା ଅନ୍ୟର ଜଘଂକୁ ଚିମୁଟିବା; ପୁଟିଆ — ୧. A pinch on the thigh of a person with the thumb and index fingers; a pinch with the thumb and index finger.

[[]] ୨ ଚେଙ୍ଗ ]] ୨ (ଦେଖ) - ୨. Cheṅga ୨ (See)

୩. ଚେଙ୍ଗ ହାବିଳି (ଦେଖ) - ୩. Cheṅga hābiḻi (See)

ଅନୁବାଦ

[ସମ୍ପାଦନା]

ବିଶେଷଣ - (ସଂସ୍କୃତ - ଚଙ୍ଗ=ଦକ୍ଷ, କର୍ମଠ, ନୀରୋଗ)

[ସମ୍ପାଦନା]
୧. ସତେଜ; ତାଜା — ୧. Animated; lively; fresh; enlivened.
୨. ନୀରୋଗ; ସୁସ୍ଥ —୨. Hale and hearty.
୩. ଆଳସ୍ୟ ବା ନିଦ୍ରାମୁକ୍ତ — ୩. Having shaken off stupor or slumber; freshened after sleep or rest.