Jump to content

ଚେଙ୍ଗେଇ ଚାଉଳ

ଉଇକିଅଭିଧାନ‌ରୁ

ଚେଙ୍ଗେଇ ଚାଉଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗାଇଜଗା ପିଲାମାନେ ବିଲରୁ ନୂଆ ଧାନ ଆଣି ସଢେଇରେ ରଖି ପାଞ୍ଚଣ ଅଗରେ କୁଟି ଖାଇବା ପାଇଁ ସେ ଧାନରୁ ଯେଉଁ ଚାଉଳ କାଢ଼ନ୍ତି —୧. Rice got from new paddy gathered by cowherd boys from the field in small quantities and husked in a cocoanut shell with the help of the cow- herd's staff.
୨. ବାଳକମାନେ ପାରିଲା କଣ୍ଟେଇ କୋଳିକୁ ଆଣି ଗୋଟିଏ ସଢ଼େଇରେ ତହିଁରେ ଲୁଣ ଓ ଲଙ୍କା ମରିଚ ମିଶାଇ ଘୋଟି ପ୍ରସ୍ତୁତ କରିବା ଖାଦ୍ୟ ପଦାର୍ଥ —୨. Ripe Kaṇṭei berries plucked by children from the bushes and mixed with salt and red pepper and crushed in a cocoanut shell.